ଦୁଃଖ ଦେଉଛି କେନାଲ ପାଣି: ଗାଁରେ ଭାସୁଛି ପାଣି

ବ୍ୟାପୁଛି ରୋଗ, ଘରେ ଜଳୁନି ଚୁଲି ବାଲିପାଟଣା: ଆଙ୍କୁଶପୁର କେନାଲରେ ପାଣି ଆସିବା ପରେ ବନ୍ଧ ନିକଟରେ ଥିବା ଗାଁ ଗୁଡିକର ଦୁଃଖ ବଢ଼ିଯାଇଛି। ଦୁର୍ବଳ ବନ୍ଧ ଯୋଗୁଁ ଅନେକ ସ୍ଥାନରେ ଘଳିଆ ସୃଷ୍ଟି ହେଉଛି। ଫଳରେ ଗାଁ ଦାଣ୍ଡରେ ପାଣି ସୁଅ ଚାଲୁଛି। ଘର ପାଣିରେ ଭିଜୁଛି। ଚୁଲି ଓଦା ହୋଇଯିବାରୁ ରୋଷେଇ କରିବା ସମ୍ଭବ ହେଉନାହିଁ। ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ୱାର୍ଡ ନମ୍ବର ୧୭ କୁଳନ୍ତିରା … Continue reading ଦୁଃଖ ଦେଉଛି କେନାଲ ପାଣି: ଗାଁରେ ଭାସୁଛି ପାଣି